ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଡ଼ାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା। କଲେଜରେ ପହଞ୍ଚିଲା ବଲାଙ୍ଗୀର ଆକ୍ସନ କମିଟି, ନାଗରିକ କମିଟି ଓ ବିଭିନ୍ନ ସଙ୍ଗଠନ। ଛାତ୍ରଙ୍କ ମୃତ୍ୟୁକୁ ନେଇ ପ୍ରିନ୍ସିପାଲ ସବିତା ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ।
#Bolangir #Bhimabhoi #MedicalStudent #Deathcase #discussed #collegePrincipal #ArgusNews