#ଚରମ_ସୀମା_ରେ_କଂଗ୍ରେସ_କନ୍ଦଳ !
ପିସିସି ହଟାଓ ଅଭିଯାନ ନେଇ ମୁଁହାମୁହିଁ ହେଲେ ବିଧାୟକ ତାରା ବାହିନୀପତି ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ଆଜି ତାରାଙ୍କୁ ଚେତାବନୀ ଦେବା ସହ କଂଗ୍ରେସରେ ଏକଛତ୍ରବାଦୀ ନୀତି ଚାଲିବ ନାହିଁ ବୋଲି କହିଛନ୍ତି ପ୍ରଦୀପ
#CongressConflict #PCC #TaraPrasadBahinipati #PradeepMajhi #pressconference #ArgusNews #Odisha