କର୍ପୋରେଟରଙ୍କ ଅନୁପସ୍ଥିତିରେ ହେଉଛି ଜାଗା ମିଶନ କାର୍ଯ୍ୟକ୍ରମ ।
ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ । ପୂର୍ବତନ କର୍ପୋରେଟରଙ୍କୁ ନେଇ ଭୁବନେଶ୍ୱର ମଧ୍ୟ ବିଧାୟକ ଏହି କାର୍ଯ୍ୟକ୍ରମ କରୁଥିବା ବେଳେ ନବ ନିର୍ବାଚିତ କର୍ପୋରେଟରଙ୍କୁ ଡାକିନଥିବା ଅଭିଯୋଗ
#Bhubaneswar #corporater #mayor #Jagamission #BMC #29ward #ArgusNews