ଦେଶର ସ୍ପୋର୍ଟ୍ସ କ୍ୟାପିଟାଲ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି କ୍ରିକେଟ ଏକାଡେମୀ ଅଫ ପଠାନସ । ଟିମ ଇଣ୍ଡିଆର ଦୁଇ ପୂର୍ବତନ ଅଲରାଉଣ୍ଡର ଇରଫାନ ଏବଂ ଯୁସୁଫ ପଠାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା କ୍ରିକେଟ ଏକାଡେମୀ ଅଫ ପଠାନର ଏକ ଶାଖା ଭୁବନେଶ୍ୱରର ଲୟଲା ସ୍କୁଲରେ ଆରମ୍ଭ ହୋଇଯାଇଛି ।
#ArgusNews #pathancricketacademy #Bhubaneswar #cricket #Odisha