#5Tର_ଉପହାର_171_ପିଲାଙ୍କ_ଭବିଷ୍ୟତ_ଅନ୍ଧକାର
ନବୀନ ନିବାସ ରୁ ମାତ୍ର 20 କିଲୋମିଟର ବିଧାନସଭାରୁ10 କିଲୋମିଟର। ପ୍ରତ୍ୟେକ ଦିନ ଏଠାକୁ ବଡ଼ ବଡ଼ ବାବୁ ଏହି ରାସ୍ତା ଦେଇ ଯାଆନ୍ତି। କିନ୍ତୁ ନା ଗଣଶିକ୍ଷା ମନ୍ତ୍ରୀ ନା 5t ସଚିବ ନା ଶିକ୍ଷା ବିଭାଗର କୌଣସି ବଡ଼ ବାବୁଙ୍କ ନଜର ପଡିଛି...।
#ArgusNews #Bhubaneswar #SchoolProblem #5tschool #Odisha