ସରକାରୀ ନିୟମ ମାନିବାକୁ ନାରାଜ ବିଜେଡି ନେତା । ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗିବା ପରେ ବି ମନଇଚ୍ଛା କାମ କରୁଛନ୍ତି ଶାସକ ଦଳିଆ ନେତା । ଯାହାର ଚିତ୍ର ସାମ୍ନାକୁ ଆସିଛି ପୁରୀରୁ