#ବିଜେଡି_କର୍ମୀଙ୍କ_ଗୁଣ୍ଡାଗିରି
ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣା ପରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଗୁଳିମାଡ଼ ପରେ ସାଙ୍ଗେ ସାଙ୍ଗେ ମନ୍ତ୍ରୀ ନବ ଦାସଙ୍କ ସମର୍ଥକ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ଉପରେ କରିଥିଲେ ଆକ୍ରମଣ। ଇଏ ହେଉଛି ସେହି ସମୟର ଭିଜୁଆଲ...।
#ArgusNews #NabaDas #Gunshot #BJDworker #Dadagiri #jharsuguda #Odisha