ଆସନ୍ତାକାଲି ବିଧାନସଭା ଘେରାଉ କରିବ ବିଜେପି। ୫୦ହଜାର ଚାଷୀଙ୍କର ହେବ ସମାଗମ। ଅନ୍ୟପଟେ ବିଜେପିର ସତ୍ୟାଗ୍ରହ କୁ ପୁରିଛି ୧୪ ଦିନ। ଏହି ପରିପ୍ରେକ୍ଷୀରେ ଆଜି ଲୋୟର ପିମଜୀରେ କରାଯାଇଛି ଏକ ପଥପ୍ରାନ୍ତ ନାଟକ। ଯେଉଁଥିରେ ଚାଷ ଏବଂ ଚାଷୀର ପ୍ରସଙ୍ଗ ରହିଛି...।
#ArgusNews #BJP #Assembly #protest #FarmersProblem #Bhubaneswar #Odisha