ଥମୁନି ଆବାସ କଳି । ଆଜି ରାଜ୍ୟରେ ସମସ୍ତ ବ୍ଲକ ଘେରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବ ବିଜେପି । ଚଞ୍ଚକତା କରି ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟିଦିଆଯାଇଥିବା ଅଭିଯୋଗ । ଅଭିଯୋଗ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ତର୍ଜମା ପରେ ଆବଣ୍ଟନ ହେବ ଆବାସ ।
#ArgusNews #PradhanMantriAwasYojana #CMOOdisha #BJP #ReminderLetter #Odisha