ନର୍ମାଣ ହେଲାନି ସେତୁ । ବଢ଼ୁଛି ଜନ ଅସନ୍ତୋଷ । ଚେରମାରିଆଠୁ କେନ୍ଦୁପଦର ଠାରେ ବ୍ରିଜ୍ ନିର୍ମାଣପାଇଁ ୨୦୧୭ ମସିହାରେ ଶୁଭ ଦିଆଯାଇଥିଲା । ୨୦୨୦ ମସିହାରେ କାର୍ଯ୍ୟ ସାରିବାକୁ ଡେଡଲାଇନ୍ ଥିଲା । ଦୁଇ କିଲୋମିଟର ବଦଳରେ ୨୦ କିଲୋମିଟର ବୁଲାଣିଆ ରାସ୍ତା ଦେଇ ଲୋକମାନେ ଯିବା ଆସିବା କରଛନ୍ତି ।
#Bridge #bridgeconstruction #farming #FarmersProblem #RushikulyaRiver #Berhampur #ArgusNews