ରାଉଲକେଲା ସ୍ମାର୍ଟସିଟିରେ ଭୁଷୁଡିଲା ନିର୍ମାଣଧୀନ କୋଠା । ଆହତ ହେଲେ ଶ୍ରମିକ । ପଦାରେ ପଡିଲା ସ୍ମାର୍ଟସିଟି କର୍ତ୍ତୁପକ୍ଷଙ୍କ ଠିକାଦାର ପ୍ରୀତି । ଆଉ ପାଣିରେ ପଡିଲା ଟଙ୍କା । ଦେଖନ୍ତୁ ଏହି ଦୃଶ୍ୟକୁ କେମିତି ଭୁଷୁଡି ପଡିଛି କୋଠା । ରାତିରେ କାମ, ଆଉ ରାତିରେ ବି ଭୁଷିଡିଲା ଛାତ
#Rourkela #BuildingRoof #contractor #Odisha #ArgusNews