#ଗାଁରେ_ଗଡୁନି_ଶଗଡ_ଗାଡି
#ଶୁଭୁନି_ଆଉ_ବଳଦଙ୍କ_ରଡି
ଗାଁରେ ଗଡୁନି ଶଗଡ, ହଜିଗଲାଣି ଲଙ୍ଗଳ । ଗାଁ କ୍ଷେତରେ ଆଗଭଳି ଆଉ ହଳ ଲଙ୍ଗଳ ଦିଶୁନି କି ବଳଦଙ୍କ ହମ୍ବାରଡି ଶୁଭୁନି । ପୁରୁଣାକାଳିଆ ଶଗଡର ସ୍ଥାନ ନେଇଛି ଆଧୁନିକ ଯନ୍ତ୍ରପାତି । ଜମିରେ ଲଙ୍ଗଳ ବଦଳରେ ବୁଲୁଛି ନାଲି ନେଳି ରଙ୍ଗର ଟ୍ରାକ୍ଟର ।
#village #bullockcart #deletion #tractor #modernequipment #ArgusNews