ପିପିପି ମୋଡ଼ରେ ନିର୍ମାଣ ହୋଇଥିବା ଏହି ବସ୍ ଟର୍ମିନାଲ୍ରେ ଘରୋଇ କମ୍ପାନିର ‘ମେରି ରାୟ’ ନୀତି ବିରୋଧରେ ବସ୍ ମାଲିକମାନେ ଏଠାକୁ ଆସିବାକୁ ଚାହୁନାହାନ୍ତି ବୋଲି ହୋଇଛି ଅଭିଯୋଗ । ତେଣୁ ବସ୍ ଟର୍ମିନାଲ୍ ନିର୍ମାଣ ହେଲା ପରେ ଲୋକମାନେ ଏହାର ଲାଭ ପାଇ ପାରୁନାହାନ୍ତି ।
#ArgusNews #Busstandissue #privatecompany #terminal #Angul #Odisha