ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ରାବୋର୍ଟ ମାଧ୍ୟମରେ କ୍ୟାନ୍ସର ସର୍ଜରୀ। ଭୁବନେଶ୍ୱରର ଆପୋଲୋ କ୍ୟାନ୍ସର ସେଣ୍ଟରରେ ଏହା ପ୍ରଥମ ଥର ପାଇଁ ଲଞ୍ଚ କରିଛି ବୋଲି ସାମ୍ବାଦିକ ସମିଳନୀ ମାଧ୍ୟମରେ ହସ୍ପିଟାଲ କତୃପକ୍ଷ ସୂଚନା ଦେଇଛନ୍ତି।
#Bhubaneswar #roboticsurgery #cancersurgery #apollocancercenter #Odisha #ArgusNews