ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି ହେବ !
ସକାଳ 8 ଟାରୁ ଆରମ୍ଭ ହେବ ଏବଂ ପ୍ରଥମେ 296 ପୋଷ୍ଟାଲ ଵାଲାଟ ପେପେର ଭୋଟ ପ୍ରଥମେ ଗଣା ହେବ । ଏହା ପରେ 8.30 ରେ ଇଭିଏମ କାଉଣ୍ଟିଙ୍ଗ ଆରମ୍ଭ ହେବ : ସୁଶୀଲ କୁମାର ଲୋହାନି, ମୁଖ୍ୟ ନିର୍ବାଚନ ଅଧିକାରୀ
#ArgusNews #ChiefElectoral_Officer #CEO #SushilKumarLohani #PressMeet #PadampurBypoll #Odisha