କେନ୍ଦୁଝର ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ ଆହତ ଦନ୍ତାର ମୃତ୍ୟୁ। ଅନ୍ୟ ହାତୀଙ୍କ ଆକ୍ରମଣ ଯୋଗୁ ମୃତ୍ୟୁ ସୂଚନା ମିଳିଛି। ଗୋଠ ଛଡ଼ା ଦନ୍ତାହାତୀଟି ଗତ ଅକ୍ଟୋବର ମାସରେ ଆହତ ହୋଇଥିଲା ।
#ArgusNews #ElephantDeath #ForestDepartment #Keonjhar #Champua #Odisha