#କାହା_ବଳରେ_ବଳିଆନ_ଚାନ୍ଦବାଲି_ତହସିଲଦା ?
ତହସିଲଦାର ସୁଶାନ୍ତ ସୁତାର ମହୋଦୟ ସାଧାରଣ ଲୋକଙ୍କୁ ଅସମ୍ମାନ କରିବା ପାଇଁ କେଉଁ ଆଇନରେ ଲେଖା ଅଛି ? ଆପଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଆସିଛନ୍ତି ସମାଧାନ କରନ୍ତୁ । ସମସ୍ୟା ସୃଷ୍ଟି କରନ୍ତୁ ନାହିଁ
#bhadrak #chandabali #tahasildar #misbehave #ArgusNews #Odisha