#ବିପଦରେ_ଚିଲିକା
ସଙ୍କଟର ହଜାର ହଜାର ମତ୍ସ୍ୟଜିବୀ। ଶୁଖିଲା ପଡିଛି ଏସିଆ ମହାଦେଶର ବୃହତମ ହ୍ରଦ ଚିଲିକା। କୂଳରେ ବନ୍ଧା ହୋଇପଡିଛି ଜାଲ ଓ ଡଙ୍ଗା। ୧୦ହଜାର ମତ୍ସ୍ୟଜିବୀ ହରାଇଲେଣି କୁଳବେଉସା। ରୋଜଗାର ହରାଇ ଗାଁ ଛାଡିଲେ ୫ହଜାର ମତ୍ସ୍ୟଜିବୀ।
#ArgusNews #Chilika #fishermen #crisis #Odisha