#ସଙ୍କଟରେ_ଚିଲିକା !
ଆଉ ବିପଦରେ ଯାତ୍ରୀ । ଲୋକଙ୍କୁ ମରଣ ମୁହଁକୁ ଠେଲିଦେଉଛି ସିଡିଏ । ପୋତି ହୋଇପଡିଛି ଭସାପୋଲ ଚ୍ୟାନେଲ । ଚିଲିକା ମଝିରେ ଅଟକି ଯାଉଛନ୍ତି ଯାତ୍ରୀ । ହେଲେ ନିଘୋଡ ନିଦରେ ଚିଲିକା ଉନ୍ନୟନ ବିଭାଗ । ଦେଖିବା ଏହି ରିପୋର୍ଟ
#ArgusNews #Puri #Brahmagiri #Chilika #ChilikaDevelopmentAuthority #Odisha