#ଭରା_ନଈରେ_ଦେଶୀ_ଡଙ୍ଗା
ଭରା ନଈରେ ବାଜି ଲାଗୁଛି ଜୀବନ । ସିଲାନାଶ୍ୟ ହୋଇ ଆଜିକୁ ଦୁଇ ବର୍ଷ ବିତଯାଇଥିଲେ ମଧ୍ୟ ବ୍ରିଜ ନିର୍ମାଣର ନା ଧରୁନୀ ପ୍ରଶାସନ । ଯାହା ଫଳରେ ଲୋକେ ନୀତି ଦିନ ଫଟା ଡଙ୍ଗାରେ ଯାତାୟାତ କରୁଛନ୍ତି । ନିଜର ଜୀବିକା ପାଇଁ ନୀତି ଦିନ ବାଜି ଲାଗୁଛି ଜୀବନ ।
#DesiDanga #Boat #traveling #Chitrakonda #BridgeProblem #Odisha #ArgusNews