#ଅନ୍ଧାରରେ_ଖ୍ରୀଷ୍ଟ_କଲେଜିଏଟ_ସ୍କୁଲ
ଐତିହାସିକ ନଗରୀର ଏହି ଐତିହାସିକ ସ୍କୁଲରେ ଏବେ ଲାଗି ରହିଛି ଅନେକ ସମସ୍ୟା।। ଜିଲ୍ଲା ଶିକ୍ଷା ବିଭାଗ ଓ ସ୍କୁଲ କର୍ତୃପକ୍ଷଙ୍କ ବିବାଦରେ ଛନ୍ଦି ହୋଇ ପଡ଼ିଛି ଏଠାକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ....।
#ArgusNews #ChristCollegiateSchool #SchoolProblem #StudentsProtest #Cuttack #Odisha