ପୋଲିସ ହେପାଜତରେ 16 ବନ କର୍ମଚାରୀ । ଅଭିଯୁକ୍ତଙ୍କୁ ଜେରା କରୁଥିବା ଅଧିକାରୀ ଏବେ ନିଜେ ଅଭିଯୁକ୍ତ ସାଜିଛନ୍ତି । ଜେପାଜତକୁ ନେଇ ମାଡ଼ ମାରିବା କାରଣରୁ ଧନେଶ୍ବରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ବନବିଭାଗର 16 ଅଧିକାରୀ ଏବେ ପୋଲିସ ହେପାଜତରେ ଅଛନ୍ତି ।
#ArgusNews #ForestDepartment #CustodialDeath #Cuttack #Odisha