ଦେଶରେ ପ୍ରଥମ ବାର୍ ଭାବରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ନେଲା ନୂତନ ପଦକ୍ଷେପ। ବୟସ୍କ ବାର୍ ଆସୋସିଏସନ୍ ଭୋଟରଙ୍କ ଘରୁ ଯାଇ ଆଣିଲେ ଭୋଟ । ୧୦୩ ବର୍ଷ ବୟସ୍କ ସଦସ୍ୟ ବ୍ରଜବନ୍ଧ ବିଶ୍ବାଳଙ୍କ ଘରକୁ ଯାଇ ଭୋଟ ଆଣିଲେ ନିର୍ବାଚନ ଅଧିକାରୀ।
#ArgusNews #Cuttack #HighCourt #BarAssociation #Election #Odisha