ଆଗକୁ ପାର୍ବଣ। କଟକିଆଙ୍କ ବଡ ପର୍ବ। ହେଲେ କୋଭିଡ କଟକଣା ପାଇଁ ଏଥର ପାର୍ବଣରେ ମଉଜ ହବନି। ହେଲେ ପ୍ରଶାସନର ତାଗିଦ୍ ମୂର୍ତ୍ତିର ଉଚ୍ଚତା ବି ଛୋଟ ହେବ। ଯାହାକୁ ବିରୋଧ କରି ଆଜି କଟକ ସହରର କିଛି ସଙ୍ଗଠନ, ବର୍ଷାରେ ଆଣ୍ଠେଇ ପ୍ରତିବାଦ କରିଛନ୍ତି।
#DurgaPuja2021 #Cuttack #Protest #Odisha #ArgusNews