ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ ଡି ପୂଜା । ରାଉରକେଲାରୁ ଯାଇ ମୁମ୍ବାଇରେ କରିଛନ୍ତି କମାଲ । ମୁମ୍ବାଇରେ ମିସ କୁଇନ ଅଫ ଏସିଆ ୱାର୍ଲଡ ପ୍ରତିଯୋଗିତାରେ ଦେଶର 40 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ମୁକୁଟ ପିନ୍ଧିଛନ୍ତି 18 ବର୍ଷୀୟ ଡି ପୂଜା
#ArgusNews #MissQueenOfAsia #DPuja #Bhubaneswar #Odisha