ଆଜି ଦେଶ ୭୪ତମ ସାଧାରଣ ତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଆଜି କୁନି ଝିଅ ଟିଏ ନିଜ ପରିବାରର ପେଟ ପୋଷିବା ପାଇଁ ନିଜ ଜୀବନ କୁ ବାଜି ଲଗାଇ ଗୋଟିଏ ରଶି ଉପରେ ଛିଡ଼ା ହୋଇ ବିପଦ ସଙ୍କୁଳ ଷ୍ଟଣ୍ଟ ଦେଖାଉଛି। ଏଭଳି ଦୃଶ୍ୟ ଆଜି ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ବଜାରରେ....l
#ArgusNews #litlegirl #stunt #Daringbadi #Odisha