#ତିନିଦିନିଆ_ଗସ୍ତରେ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ
ରାଉରକେଲା ରେଳ ଷ୍ଟେସନରେ ହର୍ ଘର୍ ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର କଲେ ଲୋକାର୍ପଣ। ଏନ୍ଆଇଟି ରାଉରକେଲାର 19ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମେଡ଼ାଲ ଓ ସ୍ନାତକ, ସ୍ନାତକୋତ୍ତର, ପ୍ଏଚଡ଼ି ଡିଗ୍ରୀ ପ୍ରଦାନ ସହ ଅଭିନନ୍ଦନ ଜଣାଇଥିଲେ।
#DharmendraPradhan #odishatour #HarGharTiranga #AzadiKaAmritMahotsav #Odisha #ArgusNews