7 ବର୍ଷ ପରେ ବି ମିଳିଲାନି ନ୍ୟାୟ, 2014ରେ ଗୁଳିମାଡ଼ କରି ହତ୍ୟା କରାଯାଇଥିଲା ଦୀପ୍ତିକାନ୍ତଙ୍କୁ। ଦିପ୍ତୀକାନ୍ତଙ୍କ ଘରେ ନିଆଁ ଲଗାଇଦେଇଥିଲେ ଦୃବୁର୍ତ୍ତ । ଏଇ ଘଟଣା ପଛରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ ହୋଇଥିଲା
#Diptikanamurdercase #Mahanga #Cuttack #Pratapjena #Odisha #ArgusNews