#ଡିଜେ_ଆଜେକ୍ସ_ମୃତ୍ୟୁ_ମାମଲା
ଆଜି ଥାନାରେ ହାଜର ହେବେ ରଶ୍ମି । ରଶ୍ମିଙ୍କୁ ଜେରା କରିବ ଖାରବେଳ ନଗର ଥାନା ପୋଲିସ । ସନ୍ଦେହ ଘେରରେ ରଶ୍ମିଙ୍କ ଭୂମିକା । ରଶ୍ମି ଆଜେକ୍ସଙ୍କୁ ବ୍ଲାକ ମେଲିଂ କରୁଥିବା କଥା ପରିବାର ଲୋକେ ଅଭିଯୋଗ କରିଥିଲେ।
#ArgusNews #DJAjax #SuspiciousDeath #Bhubaneswar #PoliceInvestigation #Odisha