ଦୋସ୍ତି...ଏମାନଙ୍କ ଦୋସ୍ତିରେ କିଛି ସର୍ତ୍ତ ନାହିଁ । ବିନା ସର୍ତ୍ତ..ବିନା କିଛି ଆଶାରେ ଏଠି ବନ୍ଧୁତା ହୋଇଛି । ଖୁସି ବଣ୍ଟା ହେଉଛି । ନିର୍ବୋଧ ଛୁଆ ଦୁହେଁ ବି ଖୁସ୍ । ଆଉ ଦୁଇ ଦୁଇଟି ସାଙ୍ଗ ପାଇ ଏ କୁକୁରଟି ବି ଖୁସ୍ ।
ଏଠି ଜାତି କି ରଙ୍ଗର ଭେଦ ଭାବ ନାହିଁ । ଏଠି ସମ୍ପର୍କ ନିରଭେଜାଲ । ଏ ଦୋସ୍ତିର ସଜ୍ଞା ହିଁ ଅଲଗା....
#friendship #love #affection #happiness #relation #ArgusNews