#ଆଇନକୁ_ଉଲଂଘନ_କରି_ମଦ୍ୟ_ପାନ_କରି_ଗାଡ଼ି_ଚଲାଛନ୍ତି
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ପାଞ୍ଚ ଜଣ ଯୁବକ ମାନେ ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଦୃଶ୍ୟ ଏବେ ମୋବାଇଲ ମୋବାଇଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । କିନ୍ତୁ ପୋଲିସ୍ ପ୍ରଶାସନ ପକ୍ଷରୁ ଏହି ଯୁବକ ମାନଙ୍କୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
#driving #drinking #alcohol #Koraput #Odisha #ArgusNews