#ଟ୍ରାକଟର_ଡ୍ରାଇଭରରୁ_ଇଣ୍ଟରନ୍ୟାସନାଲ୍_ଡ୍ରଗସ୍_ମାଫିଆ
#କୋଟି_କୋଟି_ଟଙ୍କାର_ମାଲିକ_ତୈରୁଦ୍ଦିନ
ଜଳେଶ୍ବର ପୋଲିସ ହାତରେ ଧରାପଡିଗଲା ଇଣ୍ଟରନ୍ୟାସନାଲ୍ ଡ୍ରଗସ୍ ମାଫିଆ ତୈରୁଦ୍ଦିନ। ଜଳେଶ୍ବର SDPO ଅଙ୍କିତା କୁମ୍ଭାର ଓ IIC ରୋଜାଲୀନ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଜଳେଶ୍ବର ରାଜପୁର ବସ୍ତିରେ ଚଢ଼ାଉ କରି 300 ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ତୈରୁଦ୍ଦିନ ଓ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ।
#Balasore #Jaleswar #Mafia #brownsugar #Police #Arrest #Odisha #ArgusNews