#ବର୍ଷାରେ_ଭିଜିବ_ଦଶହରା !
#ଆସୁଛି_ଆଉ_ଏକ_ଲଘୁଚାପ
ଏଥର ଦଶହରାକୁ ଭିଜାଇବ ବର୍ଷା । ଆସନ୍ତା ୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଯାହାର ପ୍ରବାବରେ ପୂଜା ସମୟରେ ପ୍ରବଳ ବର୍ଷା ହେବ । ୨ ଓ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି
#weather #rainfall #dussehra #durgapuja #lowpressure #bayofbengal #weatherforecast #odisha #argusnews