ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇ ଆର୍ଦଶ ଆଚରଣକୁ ପଦମ୍ପୁର ପ୍ରଶାସନ ଖୋଲାଖୋଲି ଉଲଂଘନ କଲା। ପୁର୍ଵରୁ ରାସ୍ତା ମରାମତି କଲେନି ଏବେ ଉପନିର୍ଵାଚନ ବେଳେ ମୁଖିଆଙ୍କ ଗସ୍ତ ପାଇ ସଜବାଜ କରୁଛନ୍ତି। ନିର୍ବାଚନ ଆଦଶ ଆଚରଣ ବିଧି ଲାଗିଥିଲେ ମଧ୍ୟ ସତୀଭଟା ଏୟାର ଷ୍ଟ୍ରିପରୁ ପଦ୍ମପୁର ସହର ରାସ୍ତା ମରାମତି କରାଯାଉଛି...।
#ArgusNews #padampur #PadampurByPoll #ElectionCodeofConduct #roadrepair #Odisha