#ଦିନ_ମଜୁରିଆଙ୍କ_ଆସିଲା_୧୨_ଲକ୍ଷ_ଟଙ୍କା_ଇଲେକ୍ଟ୍ରି_ବିଲ୍
ଦିନ ମଜୁରିଆ ପରିବାର, ୨ଟି ବଲବ ଜଳୁଛି କିନ୍ତୁ ବାକି ଅଛି ୧୨ ଲକ୍ଷ ଟଙ୍କା ବିଦ୍ୟୁତ୍ ଶୁକ୍କ। ଯାହା ଫଳରେ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ସେ....।
#Athagarh #ElectricityBill #WrongBill #labor #ElectricityDepartment #Odisha #ArgusNews