ବଡମ୍ବା ନରସିଂହପୁରର ଜଙ୍ଗଲ ତଟବର୍ତ୍ତି ଅଞ୍ଚଳରେ ଚାଷୀ ହତାସ । ହାତୀ ପଲ ଚାଷ କ୍ଷେତରେ ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। କ୍ଷେତରେ ବର୍ଷ ତମାମ ଅନେକ ପରିଶ୍ରମ କରି ଚାଷୀ ଫଳାଇଥିବା ସୁନାର ଫସଲକୁ ହାତୀ ନଷ୍ଟ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି
#ArgusNews #Elephant #Farmer #Cuttack #Odisha