#ଖୁଲା_ଆକାଶ_ତଲେ_ଚାଷୀର୍_ମେହନତ୍
#ମଣ୍ଡି_ଖୁଲିଛେ_ହେଲେ_ଉଠବାର୍_ନାଇଁ_ଧାନ୍
ସୋନପୁର ଜିଲ୍ଲା ବିନିକା ବ୍ଲକର ସିଙ୍ଘିଯୁବା ମଣ୍ଡି ଯୋଗାଣ ବିଭାଗ ଓ ମିଲର୍ସଙ୍କ ଖାମଖିଆଲି ଲାଗିର୍ ଦିନ ଦିନ ଧରିକିନା ଖୋଲା ଆକାଶ ତଳେ କୁଇଣ୍ଟାଲ କୁଇଣ୍ଟାଲ୍ ଧାନ ପଡି ରହୁଛେ । ମଣ୍ଡିନୁ ଧାନ ନାଇଁ ଉଠବାର୍ ଲାଗିର୍ ଚାଷୀମାନେ ବାଧ୍ୟ ହୋଇକି ଧାନକେ ଜଗି ରହୁଛନ୍ ।
#Sonpur #binika #rice #ricemill #OdishaNews #ArgusNews