ପୁରୀ ଜିଲ୍ଲା ପିପିଲି ସରସ୍ବତୀପୁର ପଞ୍ଚାୟତ ସରସ୍ବତୀପୁର ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି । ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
#Puri #Pipili #saraswatipur #Firebroke #Odisha #Argusnews