ରାଜ୍ୟରେ ବନ୍ୟା ବିଭୀଷିକାର ଭୟଙ୍କର ରୂପ
12 ଜିଲ୍ଲାର 6 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ । ଅଢେଇ ଲକ୍ଷ ଲୋକେ ଏବେ ବି ପାଣି ଘେରରେ । 70 ହଜାର ଲୋକ ବାସହରା। ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ।
#waterflow #WaterLogging #submerged #Flood #Floodwater #Odishaflood #ArgusNews