ବଢୁଛି ବନ୍ୟା ଦୁର୍ଦ୍ଦଶା। ବିତ୍ପାତ ମଚାଇଛି ବନ୍ୟା । ବୁଡିଛି ବାସ, ନଷ୍ଟ ହୋଇଛି ଚାଷ। ଭୋକ ଉପାସରେ ଜଳବନ୍ଦୀ ଶତାଧିକ ବିପନ୍ନ। ଜଗତସିଂହପୁର, ପୁରୀରେ ସ୍ଥିତି ସଙ୍ଗୀନ। ସ୍ଥିତି ସୁଧୁରିବାକୁ ଆହୁରି ୫ଦିନ।
#waterflow #WaterLogging #submerged #Flood #Floodwater #Odishaflood #ArgusNews