ଲୋକମାନଙ୍କ ଘରେ ପାଣି, ଚୂଲିରେ ପାଣି, ଚାଷ ଜମିରେ ପାଣି। ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ଆଜି ଖୋର୍ଦ୍ଧା ବିଧାୟକ,ପ୍ରଶାସନିକ ଅଧିକାରୀ ଓ ବିଡ଼ିଓ ଡଙ୍ଗା ରେ ସ୍ଥିତି ବୁଲି ଦେଖିବା ସହ ଖାଦ୍ୟ ବଣ୍ଟନ କରିଛନ୍ତି ।
#waterflow #WaterLogging #submerged #Flood #Floodwater #Odishaflood #ArgusNews