G-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମରେ anchor Institute ଭାବରେ regional Institute of education ସାମିଲ ହୋଇଛି । ଏପ୍ରିଲ 1 ତାରିଖରୁ ଛାତ୍ରଛାତ୍ରୀଙ୍କୁ ନେଇ institute ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଆଜି instituteରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
#ArgusNews #G20 #G20Program #students #competitions #Odisha #Bhubaneswar