#ପୋଲିସ_ଗାଡିକୁ_ଠେଲିଲେ_ହେଉଛି_ଷ୍ଟାର୍ଟ
ପୋଲିସ କର୍ମଚାରୀ ମାନେ ପୋଲିସ ଗାଡିର ପଛପଟୁ ଠେଲି ଗାଡ଼ିକୁ ଷ୍ଟାର୍ଟ କରୁଛନ୍ତି । ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନାର ପୋଲିସ ଗାଡିର ଦୃଶ୍ୟ।
#ArgusNews #Gajapati #Policevan #ViralVideo #Odisha