ଦିନେ ଟାଙ୍ଗରା ଭୂଇଁ ହୋଇ ପଡିରହିଥିବା ପଥୁରିଆ ମାଟି ଆଜି ସବୁଜ ଶ୍ୟାମଳ ଜଙ୍ଗଲରେ ପରିଣତ ହୋଇଛି । ଗଞ୍ଜାମ ଜଗନ୍ନାଥପ୍ରସାଦ ରେଞ୍ଜ ଲଣ୍ଡେଇହିଲ ବନସୁରକ୍ଷା ସମିତିର ଉଦ୍ୟମରେ ଏଭଳି ସମ୍ଭବ ହୋଇପାରିଛି । ଗଞ୍ଜାମରୁ ଦେଖିବା ଏହି ରିପୋର୍ଟ
#ArgusNews #GoodNews #JagannathPrasadBlock #Forest #Ganjam #Odisha