ଗଞ୍ଜାମ ପୋଲସରା କଳମ୍ବ ହାଇସ୍କୁଲ ଛକରେ ହତ୍ୟା ଘଟଣା। କାଉ ଓରଫ ବିକାଶ ସାହୁ କୁ ହାଣି ହତ୍ୟା କରିଛନ୍ତି ଦୁବୃର୍ତ୍ତ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁର୍ବ ଶତ୍ରୁତାରୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି।
#Ganjam #murderCase #PoliceArrest #Investigations #Odisha #ArgusNews