ସମ୍ବଲପୁର ପରିବା ବଜାରରେ ଦେଖିବାକୁ ମିଳୁଛି ବଡ଼ ଆକାରର ଦେଶୀ ବାଇଗଣ । ଗୋଟିଏ ଗୋଟିଏ ବାଇଗଣର ଓଜନ କେଜିଏ ଦେଢ଼ କେଜି ଥିବା ଦେଖିବାକୁ ମିଳୁଛି । ପରିବା ବଜାରରେ ଚାହିଦା ଥିବା ଏହି ବିଶାଳକାୟ ଦେଶୀ ବାଇଗଣ ଆସୁଛି ମାନେଶ୍ଵର ବ୍ଲକ ଗୁଲୁଣ୍ଡା ଗ୍ରାମରୁ । ସ୍ଥାନୀୟ ଚାଷୀ ପଙ୍କଜ ପଟେଲ ବିଗତ ଦୁଇବର୍ଷ ଧରି ଅମଳ କରୁଛନ୍ତି ଏହି ବିଶେଷ ପ୍ରଜାତିର ବାଇଗଣ ।
#Sambalpur #GoodNews #brinjalfarming #Farmer #Pankajpatel #Odisha #ArgusNews