ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସଙ୍କୁ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଛି ଅନେକ ପୁରସ୍କାର । ନିଜ କ୍ୟାରିୟରରେ ମୋଟ ୧୮ଟି ମେଡାଲ ସାଙ୍ଗକୁ ୮ ଥର ଆର୍ଥରାଶି ପ୍ରଦାନ କରାଯାଇଥିଲା ।
#ArgusNews #ASIGopalDas #receivedAwards #OutstandingWork #promoted #Odisha