କୋର୍ଟରେ ପୋଲ ଖୋଲିଦେବେ ବୋଲି ମାରିଦେଲେ କି ଗୋବିନ୍ଦ ସାହୁଙ୍କୁ । ପ୍ରିପ୍ଲାନଡ ମର୍ଡର ପଛରେ କିଏ ସେ ପାୱାରଫୁଲ୍। ପରିବାର ଲୋକଙ୍କ ଅଭିଯୋଗ, ଯେଉଁମାନେ ଯାଉଥିଲେ ମହାଲିଙ୍ଗ କଲେଜ, ଯେଉଁମାନେ ମମିତାଙ୍କ ମର୍ଡରରେ ସଂପୃକ୍ତ ସେହିମାନେ ହିଁ ଷଡଯନ୍ତ୍ରକାରୀ।
#ArgusNews #MamitaMurderCase #Govindasahu #DeathCase #MahalingCollage #Odisha