#ବାଧକ_ସାଜିଛି_ଅକ୍ଷମତା
#ଗୋଡ଼_ନୁହେଁ_ହାତ_ଦ୍ଵାରା_ଚାଲୁଛନ୍ତି_ଭଗବାନ
ଭଗବାନ ଯେତେବେଳେ ନିଷ୍ଠୁର ହୁଅନ୍ତି, ସେତେବେଳେ ମଣିଷ ବି କଣ ବା କରିବ । ତାଙ୍କ ଗୋଟିଏ ଗୋଡ଼ ଜନ୍ମରୁ ଛୋଟ । ତେଣୁ ତାଙ୍କୁ ଚାଲିବାରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚଯାତ ମାଳିଗୁଡା ଗ୍ରାମରେ ।
#handicap #Disability #bhagabanmali #Koraput #school #study #Odisha #ArgusNews