#ଷ୍ଟାର_କପଲ୍_ବର୍ଷା_ଅନୁଭବଙ୍କ_ଡିଭୋର୍ସ_ହେଇନାହିଁ
#ଓଡ଼ିଶାରେ_ଆସି_ଡେରା_ପକାଇଲେଣି_ଜାଗ୍ରତି
ଜାଗ୍ରତିଙ୍କ ଘର ମଧ୍ୟପ୍ରଦେଶରେ। ଦିଲ୍ଲୀରେ ନ୍ୟୁଜ ଆଙ୍କରିଂ କରୁଥିଲେ ଜାଗ୍ରତି ଶୁକ୍ଲା। ବିଭିନ୍ନ ମିଡିଆ ହାଉସରେ କାମ କରିଛନ୍ତି ଜାଗ୍ରତି । ତେବେ କାମ ପାଇଁ ଯେତିକି ନୁହେଁ ବିବାଦ ପାଇଁ ଚର୍ଚାରେ ରହିଆସିଛନ୍ତି ଶୁକ୍ଲା ମ୍ୟାଡମ୍ । ହିଂସା ଓ ଦଙ୍ଗା ସୃଷ୍ଟି କଲାଭଳି ଟ୍ବିଟ କରୁଥିବାର ଅଭିଯୋଗ ଜାଗ୍ରତିଙ୍କ ନାଁରେ ।
#ArgusNews #Actor #AnubhavMohanty #Barsha #JagratiShukla #Controversy #Odisha